ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଝିଅଙ୍କୁ ଅପହରଣ ଧମକ। ଇମେଲରେ ଏହି ଧମକ ଆସିବା ପରେ କେଜ୍ରିୱାଲଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି । ଏନେଇ ଆମଆଦିମୀ ପାର୍ଟିର ଜଣେ ସଦସ୍ୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ‘ଆମେ ତୁମ ଝିଅକୁ ଉଠାଇ ନେବୁ, ତାଙ୍କୁ ବଞ୍ଚାଇବା ପାଇଁ ଯାହା ବି କର।’ ଜଣେ ଅଜଣା ଆକାଉଣ୍ଟରୁ ଏମିତି ଧମକ କେଜ୍ରିୱାଲଙ୍କ ପାଖକୁ ଆସିଛି। ଦିଲ୍ଲୀର ସାଇବର ସେଲ୍ ଏହାର ତଦନ୍ତ କରୁଛି।
from Odisha Reporter http://bit.ly/2QN51KU
No comments:
Post a Comment