କାଫେରେ ଗ୍ୟାସ୍‌ ବିସ୍ଫୋରଣ, ୨୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

କାଫେରେ ଗ୍ୟାସ୍‌ ବିସ୍ଫୋରଣ, ୨୨ ଗୁରୁତର

ମସ୍କୋ: ପଶ୍ଚିମ ଋସିଆର ସାରାଟଭ୍‌ ଅଞ୍ଜଳରେ  ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କାଫେରେ ଗ୍ୟାସ୍‌ ଦୁଘର୍ଟଣା ଘଟି ୨୨ ଜଣ ଗୁରୁତର ହୋଇଛନ୍ତି। ପରେ ନିଆଁକୁ ଆୟତ୍ତ କରାଯାଇ ଥିଲା। ଏକ ବିବାହ ଉତ୍ସବ ଚାଲିଥିବା ବେଳେ ହଠାତ୍‌ ଏକ ଗ୍ୟାସ୍‌ ବିସ୍ଫୋରଣ ହୋଇଥିଲା।  ଉକ୍ତ କାଫେରେ ପ୍ରାୟ ୪୦ ଜଣ ଥିଲେ। ୧୪ ଜଣଙ୍କୁ  ଅତି ଗୁରୁତର ଅବସ୍ଥାରେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁଙ୍କ ଶରୀରରେ ୭୦ ଭାଗ ଜଳି ଯାଇଛି। ସରକାର ଏହି ଘଟଣାକୁ ଗମ୍ଭୀରଭାବେ ନେଇ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି।



from Odisha Reporter http://bit.ly/2DCfCEW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages