ରେଳବାର ଚାକିରି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ରେଳବାର ଚାକିରି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପଶ୍ଚିମ ମଧ୍ୟ ରେଳବାଇ ଟ୍ରେଡ୍‌ ଆପ୍ରେଣ୍ଟାଇସ୍‌ ପଦବୀ ପାଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ଆଗ୍ରହୀ ପ୍ରାର୍ଥୀ ଦିଆଯାଇଥିବା ସମୟ ଭିତରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ରହିଛି ଜାନୁଆରୀ ୨୭, ୨୦୧୯।

ପଦବୀ ଏବଂ ଖାଲିଥିବା ସ୍ଥାନ

ସମୁଦାୟ ପଦବୀ ସଂଖ୍ୟା – ୨୦୦

ଫିଟର- ୭୦

ୱେଲଡର୍‌- ୧୦୦

ଇଲେକ୍‌ଟ୍ରିସିଆନ୍‌-୨୦

କମ୍ପୁଟର ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ-୦୫

ସେକ୍ରେଟେରିଆଲ୍ ଆସିଷ୍ଟାଣ୍ଟ୍‌-୦୫

ବୟସସୀମା : ଉପରୋକ୍ତ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ସର୍ବନିମ୍ନ ବୟସସୀମା ୧୫ ଓ ସର୍ବାଧିକ ବୟସସୀମା ୨୪ ରଖାଯାଇଛି।

ଶିକ୍ଷାଗତ ଯୋଗ୍ୟତା:  ଆବେଦନକାରୀ ହାଇସ୍କୁଲ୍‌ ତଥା ଦଶମରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ଏହା ସହ ଆଇଟିଆଇ NCVT/ SCVTପାସ୍‌ କରିଥିବା ଆବଶ୍ୟକ।

ଆବେଦନ ଫିସ୍‌:  ଓବିସି ଓ ସାଧାରଣ ବର୍ଗର ଆବେଦନକାରୀଙ୍କ ପାଇଁ ୧୭୦ ଟଙ୍କା ଦେୟ ରହିଥିବା ବେଳେ SC/ST/ଭିନ୍ନକ୍ଷମ ଓ ମହିଳା ଆବେଦନକାରୀଙ୍କ ଲାଗି ଏହା ୭୦ ଟଙ୍କାରେ ରଖାଯାଇଛି।

କେମିତି କରିବେ ଆବେଦନ

  • ପ୍ରଥମେ ଅଫିସିଆଲ୍‌ୱେବ୍‌ ସାଇଟ୍‌: mponline.gov.inକୁ ଯାଆନ୍ତୁ।
  • ‘career section’ କ୍ଲିକ୍‌ କରନ୍ତୁ
  • ‘WCR Recruitment 2019 for TradeApprentice Posts’ରେ କ୍ଲିକ୍‌ କରନ୍ତୁ
  • ଏଇର ଆପ୍ଲିକେସନ୍‌ ଫର୍ମ ଭରନ୍ତୁ ଓ ଆପ୍ଲିକେସନ୍‌ ଫିସ୍‌ ଭରନ୍ତୁ।
  • ‘Submit’ କ୍ଲିକ୍‌ କରନ୍ତୁ।

 



from Odisha Reporter http://bit.ly/2Rdfi3d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages