୪୩ ପୁଲିସ୍ କର୍ମଚାରୀଙ୍କୁ ମିଳିଲା ପୁଲିସ୍‌ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

୪୩ ପୁଲିସ୍ କର୍ମଚାରୀଙ୍କୁ ମିଳିଲା ପୁଲିସ୍‌ ପଦକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ଅବସରରେ ୪୩ ଜଣ ପୁଲିସ୍ କର୍ମଚାରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମ୍ମାନିତ କରିଛନ୍ତି। ୨୦୧୭ ମସିହାରେ କୋରାପୁଟ ରାଇଗୁଡ଼ା ଜଙ୍ଗଲରେ ମାଓବାଦୀ ଅପରେସନ୍ ଓ ୨୦୧୬ରେ କଳାହାଣ୍ଡିରେ ମାଓବାଦୀଙ୍କ ସଶସ୍ତ୍ର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିବା ୧୧ଜଣ ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁଲିସ ପଦକ ଦିଆଯାଇଛି।

ଚାରି ଜଣ ପୁଲିସ୍ କର୍ମଚାରଙ୍କୁ ବିଶିଷ୍ଟ ସେବା ପାଇଁ ପୁଲିସ ପଦକ ମିଳିଛି। ସେମାନେ ହେଲେ ସରୋଜ କୁମାର ରଥ, ଜ୍ଞାନ ରଞ୍ଜନ ମହାନ୍ତି, ଏମ୍.ରାଧା କ୍ରିଷ୍ଣା ଓ ରମେଶ ଚନ୍ଦ୍ର ନାୟକ।

ସେହିପରି ୧୪ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ଓ ୧୪ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ପୁଲିସ ପଦକ ଦିଆଯାଇଛି।



from Odisha Reporter http://bit.ly/2DzEZY2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages