ସାଇକେଲ ଧକ୍କାରେ କାର୍‌ ଚେପା, ପୁଲିସ୍‌ ଜାରି କଲା ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ସାଇକେଲ ଧକ୍କାରେ କାର୍‌ ଚେପା, ପୁଲିସ୍‌ ଜାରି କଲା ଫଟୋ

ବେଜିଂ: ଶୀର୍ଷକ ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ସାଇକେଲ୍‌ ଭଳି ଏକ ହାଲୁକା ଦୁଇ ଚକିଆ ଯାନ ଧକ୍କାରେ କେମିତି ବିଶାଳ ଯାନ କାର୍‌ ଚେପା ହେଲା ? ହଁ, ଚୀନ୍‌ ପୁଲିସ୍‌ ଜାରି କରିଥିବା ଏକ ଫଟୋ ଏହି କଥା ହିଁ ବୟାନ କରୁଛି।

ଯେଉଁଠି ଏକ ସାଇକେଲ୍‌ ଧକ୍କାରେ କାର୍‌ର ସାମ୍ନା ପଟଟି ସଂପୂର୍ଣ୍ଣ ଭାବେ ଚେପା ହୋଇଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧକ୍କା ହେବା ପରେ ସାଇକେଲଟି ଅକ୍ଷତ ରହିଛି। ଚୀନ୍‌ର ଶେହନଜେନ୍‌ ଠାରେ ଏଭଳି ଘଟଣା ଘଟିଥିବା ପୁଲିସ୍‌ ଦାବି କରିଛି। ଏହି ଫଟୋ ସଂକ୍ରାନ୍ତ ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2SB6q91

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages