ପୂର୍ବତନ ଚାମ୍ପିୟନ୍‌ ଆଜେରେଙ୍କା ଅଷ୍ଟ୍ରେଲିଆ ଓପନରୁ ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ପୂର୍ବତନ ଚାମ୍ପିୟନ୍‌ ଆଜେରେଙ୍କା ଅଷ୍ଟ୍ରେଲିଆ ଓପନରୁ ବିଦା

ମେଲବର୍ଣ୍ଣ: ବିଶ୍ୱର ପୂର୍ବତନ ୧ ନଂ ମହିଳା ଟେନିସ୍‌ ଖେଳାଳି ତଥା ଦୁଇଥରର ଚାମ୍ପିୟନ ଭିକ୍ଟୋରିଆ ଆଜେରାଙ୍କା ଅଷ୍ଟ୍ରେଲିଆ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବେଲାରୁଷର ଆଜେରେଙ୍କା ପ୍ରଥମ ସେଟ୍‌ରେ ଲିଡ୍‌ରେ ଥିଲେ ହେଁ ଦ୍ୱିତୀୟ ଓ ତୃତୀୟ ସେଟ୍‌ରେ ପରାସ୍ତ ହୋଇ ମ୍ୟାଚ୍‌ ହାତଛଡ଼ା କରିଛନ୍ତି। ତାଙ୍କୁ ଜର୍ମାନୀର ଲରା ସିଗମଣ୍ଡ ୬-୭, ୬-୪ ଓ ୬-୨ରେ ପରାସ୍ତ କରିଛନ୍ତି।

୨୦୦୬ରେ ଡେବ୍ୟୁ କରିଥିବା ଆଜେରେଙ୍କା ସେହି ବର୍ଷ ପ୍ରଥମ ରାଉଣ୍ଡରୁ କୌଣସି ଏକ ଟୁର୍ଣ୍ଣାମେଣ୍ଟରେ ବିଦାୟ ନେଇଥିଲେ। କିନ୍ତୁ ତା’ ପରଠାରୁ କେବେ ହେଲେ ବି ଏଭଳି ପରିସ୍ଥିତି ଉପୁଜି ନଥିଲା। ୨୦୧୨ ଓ ୨୦୧୩ରେ ସେ ଅଷ୍ଟ୍ରେଲିଆ ଓପନ୍‌ ଜିତିଥିଲେ।



from Odisha Reporter http://bit.ly/2HezkdE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages