ସମ୍ମାନିତ ହେବେ ଭାଷା ଯୋଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ସମ୍ମାନିତ ହେବେ ଭାଷା ଯୋଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଓଡିଶା ଶାସନ ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ଫଳରେ ୮୭୮ ଦିନରେ ବିଧାନ ସଭାରେ ଭାଷା ଆଇନ ସଂଶୋଧନ ହୋଇଥିବାରୁ କଳାପତାକା ଓ ଭାଷା ଆନ୍ଦୋଳନରେ ଯୋଗଦେଇଥିବା ସମସ୍ତ ଭାଷା ଯୋଦ୍ଧାଙ୍କୁ ମଙ୍ଗଳବାର ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ବର୍ଦ୍ଧିତ କରାଯିବ |

ସମସ୍ତ ଭାଷା ଯୋଦ୍ଧା ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିବାକୁ ଅନୁରୋଧ ଭାଷା ଆନ୍ଦୋଳନ ସମିତି ପକ୍ଷରୁ  ଅଧ୍ୟକ୍ଷ ଚକ୍ରଧର ମହାନ୍ତ ଓ ସଭାପତି ପ୍ରଦ୍ୟୁମ୍ନ ଶତପଥୀ ନିବେଦନ କରିଛନ୍ତି।



from Odisha Reporter http://bit.ly/2CTkwf1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages