
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସାମନ୍ତରାପୁରରୁ ଆଜି ସକାଳେ ୧୨୮ ଗ୍ରାମର ବ୍ରାଉନସୁଗାରକୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଜବତ କରିଛି। ବ୍ରାଉନ ସୁଗାର ରଖିଥିବା ଅଭିଯୋଗରେ ସୁନୀଲ ଦଳେଇକୁ ପୁଲିସ୍ ଗିରଫ କରିଛି।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନ୍ସୁଗାର ଆଣି ସୁନୀଲ ଏଠାରେ ବ୍ୟବସାୟ କରୁଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।
from Odisha Reporter http://bit.ly/2SjC7Hy
No comments:
Post a Comment