ବିରାଟ୍ ଓ ଅନୁଷ୍କାଙ୍କ ଭ୍ୟାଲେଣ୍ଟାଇନ୍ସ ପୋଷ୍ଟ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ବିରାଟ୍ ଓ ଅନୁଷ୍କାଙ୍କ ଭ୍ୟାଲେଣ୍ଟାଇନ୍ସ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବିରୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ଚଳିତ ବର୍ଷ ଏକାଠି ପ୍ରେମ ଦିବସ ବା ଭ୍ୟାଲେଣ୍ଟାଇନ୍ସ ଡେ’ ପାଳନ କରିଛନ୍ତି।

ଉଭୟ ଦମ୍ପତି ଭ୍ୟାଲେଣ୍ଟାଇନ୍ସ ଡେ’ ପୂର୍ବ ରାତିରେ ଦିଲ୍ଲୀର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ନ୍ୟୁଏଭାରେ ରାତ୍ର ଭୋଜନ କରିଛନ୍ତି। ଏଥିସହ ଉଭୟ ଏକ ରୋମାଣ୍ଟିକ୍‌ ଅନ୍ଦାଜରେ ଫୋଟ୍‌ ସୋଶାଲ ମିଡିଆରେ ଛାଡ଼ିଛନ୍ତି।

ବିରାଟ୍‌ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ଛାଡ଼ି ଲେଖିଛନ୍ତି, “ଗତ ରାତିରେ ମୋ ଭ୍ୟାଲେଣ୍ଟାଇନ ସହ ରହିଛି।”

ଅନ୍ୟପକ୍ଷରେ ଅନୁଷ୍କା ନ୍ୟୁଜିଲ୍ୟାଣ୍ଡରେ ବିଭିନ୍ନ ସ୍ଥାନ ବୁଲିବା ବେଳେ ବିରାଟ୍‌ଙ୍କ ସହ ଉଠାଇଥିବା ଫଟୋକୁ ନିଜର ଇନାଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ସେ ସମସ୍ତଙ୍କୁ ଭାଲେଣ୍ଟାଇନ୍ସ ଡେ’ର ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋଗୁଡ଼ିକ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



from Odisha Reporter http://bit.ly/2Ic2OcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages