
ଢେଙ୍କାନାଳ (ରାଜଶ୍ରୀ ଶତପଥି): ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲଟର ହୋମ୍ ଯୌନ ନିର୍ଯାତନା ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍। ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଢେଙ୍କାନାଳ ପୁଲିସ।
ଚାର୍ଜସିଟରେ ସେଲଟର୍ ହୋମର ଇନ୍ଚାର୍ଜ ସୀମାଞ୍ଚଳ ନାୟକ ଓ ଅନ୍ୟ ଅଭିଯୁକ୍ତଙ୍କ ନାଁ ବି ରହିଛି।
ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଫୟାଜଙ୍କ ନାଁରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା, ଧର୍ମାନ୍ତୀକରଣ ଭଳି ସଙ୍ଗୀନ ଅଭିଯୋଗ ରହିଛି।
ଗିରଫ ହୋଇ ଜେଲ୍ରେ ଥିବା ଫୟାଜ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ଆସନ୍ତାକାଲି ହେବ।
from Odisha Reporter http://bit.ly/2tccQAq
No comments:
Post a Comment