ଦ୍ୱିତୀୟ ଟି-ଟ୍ୱେଣ୍ଟି: ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଦ୍ୱିତୀୟ ଟି-ଟ୍ୱେଣ୍ଟି: ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଆକଲ୍ୟାଣ୍ଡ: ଅକଲ୍ୟାଣ୍ଡର ଇଡେନ୍‌ ପାର୍କରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି- ଟ୍ୱେଣ୍ଟି ଖେଳା ଯାଉଛି। ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଛି। ୬ ଓଭରରେ ଦଳ ୪୩ ରନ୍‌ କରି ଦୁଇ ୱିକେଟ୍‌ ହରାଇଛି।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଇଫେର୍ଟ ଏବଂ କଲିନ ମନରୋ ୧୨ ରନ୍‌ ଲେଖାଏ କରି ଆଉଟ୍‌ ହୋଇଛନ୍ତି। ସାଇଫେର୍ଟଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଥିବା ବେଳେ ମନରୋଙ୍କୁ କ୍ରୁନାଲ ପାଣ୍ଡ୍ୟା ଆଉଟ୍‌ କରିଛନ୍ତି।

ସୂଚନାଯୋଗ୍ୟ ୩ ଟିକିଆ ଟି- ଟ୍ୱେଣ୍ଟି ସିରିଜ୍‌ରେ ଭାରତ ୧-୦ରେ ପଛରେ ରହିଛି। ଏହି ମ୍ୟାଚ୍‌ ଭାରତ ପାଇଁ କର ବା ମର ସ୍ଥିତିରେ ରହିଛି। ଏଥିରେ ଜିତି ଭାରତ ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ରହିଛି।



from Odisha Reporter http://bit.ly/2WP5qAB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages