ନକ୍ସଲ ମିଲିସିଆ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ନକ୍ସଲ ମିଲିସିଆ ଗିରଫ

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟରେ ଜଣେ ନକ୍ସଲ ମିଲିସିଆକୁ ଗିରଫ କରାଯାଇଛି। ତା’ ନାଁ ଡମ୍ବରୁ ଖିଲ। ଚାଟୁଆ ନିକଟ କୋଡ଼ିଖାଲ ଗାଁରୁ ପୁଲିସ୍‌ ତାକୁ ଗିରଫ କରିଛି।

ଡମ୍ବୁରୁ କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି  ସଦସ୍ୟ ବୋଲି ଜଣାପଡିଛି।  ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ରାଜନେତାଙ୍କ ହତ୍ୟାରେ ଡମ୍ବରୁ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ତାକୁ ଆଜି NIA ଟିମ୍‌କୁ ହସ୍ତାନ୍ତର କରାଯିବ ବୋଲି କୋରାପୁଟ ଏସ୍‌ପି କନଓ୍ୱର ବିଶାଲ ସିଂ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2DoTufQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages