୩ ପେଟି କଫ୍ ସିରପ୍‌ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

୩ ପେଟି କଫ୍ ସିରପ୍‌ ଜବତ

nuapada-12

ନୂଆପଡ଼ା(ମାୟାଧର ସରଫ୍): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍‌ ୪୮୦ ବୋତଲ କଫ୍ ସିରପ୍‌ ଜବତ କରିଛି। ଅରେଡା ଗାଁ ଛକରେ ବେଆଇନ ଭାବେ ଚାଲାଣ ହେଉଥିବା ୩ ପେଟି କଫ୍ ସରିପ୍‌କୁ ଜବତ କରାଇଛି।

ରାଜ୍ୟ ଓ ରାଜ୍ୟ ବାହାରକୁ ଏହି କଫ୍ ସିରପ୍‌ ଚାଲାଣ ହେଉଥିଲା। ଏକ ବାଇକ୍ ଯୋଗେ ଏହାକୁ ଚାଲାଣ କରାଯାଉଥିବା ବେଳେ ହଠାତ୍ ପୁଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି।

ଖଡ଼ିଆଳ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି, “ତିନି ପେଟି କଫ୍‌ ସିରିପ୍‌ ଆସୁଥିବା ନେଇ ଆମେ ଖବର ପାଇଥିଲୁ। ଆମର ଏକ ଟିମ୍ ଅରେଡା ଛକରେ ସେମାନଙ୍କୁ ‌ଅଟକ ରଖିଥିଲେ। ଯାଞ୍ଚ ବେଳେ ଦୁଇଟି ବାଇକ୍‌ରେ ୪୮୦ ବୋତଲ୍ କଫ୍ ସିରପ୍‌ ଥିବା ଜଣାପଡ଼ିଥିଲା। ଏକଜ୍ୟୁକିଟିଭ୍ ମ୍ୟାଜିଷ୍ଟେଟ୍, ଡ୍ରଗ୍ସ ଇନ୍ସପେକ୍ଟର ଉପସ୍ଥିତିରେ ଏହା ଜବତ କରାଯାଇଛି।”



from Odisha Reporter http://bit.ly/2RxFKEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages