
ନୂଆଦିଲ୍ଲୀ: ପୂର୍ବତନ ରେଳବାଇ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀଙ୍କୁ ଆଜି ସରକାର ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ବୁଧବାର କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ଲୋହାନୀଙ୍କୁ ଏହି ପଦବୀ ପାଇଁ ମନୋନୀତ କରିଛି।
ଶ୍ରୀ ଲୋହାନୀ ଦ୍ୱିତୀୟଥର ପାଇଁ ଏୟାର ଇଣ୍ଡିଆ ମୁଖ୍ୟ ହୋଇଛନ୍ତି। ଏହାପୂର୍ବରୁ ୨୦୧୫ ଅଗଷ୍ଟରୁ ୨୦୧୭ ଅଗଷ୍ଟ ଯାଏ ସେ ଏୟାର ଇଣ୍ଡିଆ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୧୭ ଶ୍ରୀ ଲୋହାନୀଙ୍କୁ ରେଳବାଇ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା। ସେ ୨୦୧୮ ଡିସେମ୍ବରରେ ଏହି ପଦରୁ ଅବସର ନେଇଥିଲେ।
from Odisha Reporter http://bit.ly/2SPzLQq
No comments:
Post a Comment