ଟ୍ରେନ୍‌ରୁ ଖସି ହୋମଗାର୍ଡଙ୍କ ଦୁଇ ଗୋଡ଼ କଟିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଟ୍ରେନ୍‌ରୁ ଖସି ହୋମଗାର୍ଡଙ୍କ ଦୁଇ ଗୋଡ଼ କଟିଲା

ସୋର (ଶଶିକାନ୍ତ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତରେ ଡ୍ୟୁଟି କରିବାକୁ ଯାଉଥିବା ଜଣେ ହୋମଗାର୍ଡଙ୍କ ଦୁଇ ଗୋଡ କଟି ଯାଉଛି। ହୋମଗାର୍ଡ ଜଣଙ୍କ ସୋରରୁ ବାଲେଶ୍ୱର ଯାଉଥିବା ବେଳେ ନୀଳଗିରି ଷ୍ଟେସନ୍‌ରେ ଏହି ଘଟଣା ଘଟିଛି।

ଗୁରୁତର ହୋମଗାର୍ଡଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ନୀଳଗିରି ଷ୍ଟେସନ୍‌ରେ ସେ ବାଲେଶ୍ୱର ଯିବାକୁ ଟ୍ରେନ୍‌ ଚଢ଼ୁଥିବା ବେଳେ ଖସି ପଡ଼ିଥିଲେ। ଫଳରେ ଟ୍ରେନ୍‌ଟି ତାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା।



from Odisha Reporter http://bit.ly/2I8Tgzm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages