ପାକ୍‌ ହାଇକମିଶନର୍‌ଙ୍କୁ ଭାରତର ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ପାକ୍‌ ହାଇକମିଶନର୍‌ଙ୍କୁ ଭାରତର ସମନ୍‌

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ ଆତଙ୍କୀ ଆକ୍ରମଣରେ ଗତକାଲି ୪୦ ଜଣ ସିଆରପିଏଫ୍‌ ଯବାନଙ୍କ ଜୀବନ ଯିବାପରେ ଭାରତରେ ଅବସ୍ଥାପିତ ପାକିସ୍ତାନ କମିଶନରଙ୍କୁ ସମନ୍‌ କରିଛି ଭାରତ।

ପାକିସ୍ତାନ ହାଇକମିଶନ୍‌ ସୋହେଲ ମହମ୍ମଦ ବୈଦୈଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ହାଜର ହେବା ଅବସରରେ ବୈଦେଶିକ ସଚିବ ବିଜୟ ଗୋଖ୍‌ଲେ ଏହି ଆକ୍ରମଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ଏହା ପୂର୍ବରୁ ଭାରତ ପାକିସ୍ତାନ ବିପକ୍ଷରେ କଟକଣା ଲଗାଇବାର ପ୍ରଥମ ପଦକ୍ଷେପ ସ୍ୱରୂପ ଭାରତ ପାକିସ୍ତାନକୁ ଏହାର ‘ମୋଷ୍ଟ ଫେଭରଡ୍‌ ନେସନ୍‌’ ମାନ୍ୟତାରୁ ବାଦ୍‌ ଦେଇଛି। ଏହାଫଳରେ ପାକିସ୍ତାନ ଉପରେ ବାଣିଜ୍ୟିକ କଟକଣା ଆରମ୍ଭ ହୋଇପାରିବ।



from Odisha Reporter http://bit.ly/2N5RNIV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages