
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ରାତିର ତାପମାତ୍ରା ଅସ୍ୱାଭାବିକ ଭାବେ ଖସି ଚାଲିଛି। ସ୍ୱାଭାବିକ ତାପମାତ୍ରାରୁ ଦୁଇରୁ ତିନି ଡିଗ୍ରୀ ତଳକୁ ପାରଦ ଖସିଛି।
ଫେବୃଆରୀ ମାସରେ ୧୦ ଡିଗ୍ରୀ ତଳେ ଭୁବନେଶ୍ୱର ତାପମାତ୍ରା ଖସିଛି। ଗତ ତିନି ଦିନ ହେଲା ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଶୀତ ଜାରି ରହିଛି ।
from Odisha Reporter http://bit.ly/2Uvsqm0
No comments:
Post a Comment