
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି।
ଖବର ପାଇ ଦମକଳ ବାହିନୀ ହସ୍ପିଟାଲ୍ରେ ନିଆଁ ଆୟତ୍ତ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ସକାଳେ ପ୍ରାୟ ୮ଟା ବେଳେ ହଠାତ୍ ଭୁବନେଶ୍ୱର ରେଳ ଷ୍ଟେସନ୍ ଯାତ୍ରୀ ବିଶ୍ରାମାଗାର ବାହାରେ ନିଆଁ ଲାଗି ଯାଇଥିଲା।
from Odisha Reporter http://bit.ly/2G68Aur
No comments:
Post a Comment