
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଆଜି ପ୍ରତିଶୋଧ ନେଇଛି ଭାରତ। ଆଜି ଭୋରୁ ପିଓକେରେ ପ୍ରବେଶ କରି ଭାରତୀୟ ବାୟୁ ସେନା ପକ୍ଷରୁ ୧୦୦୦ କେଜିର ବୋମା ବର୍ଷଣ କରାଯାଇଛି। ଏଥିରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ବହୁ ଶିବିର ଧ୍ୱଂଶ ହୋଇଛି। ଏହି ଆକ୍ରମଣର କେଇ ଘଣ୍ଟା ପରେ ଭାରତୀୟ ସେନା ପକ୍ଷରୁ ଏକ ହୃଦୟ ସ୍ପର୍ଶୀ ତଥା ଏକ ପ୍ରଭାବଶାଳୀ କବିତା ଟ୍ୱିଟ୍ କରାଯାଇଛି।
'क्षमाशील हो रिपु-समक्ष
तुम हुए विनीत जितना ही,
दुष्ट कौरवों ने तुमको
कायर समझा उतना ही।सच पूछो, तो शर में ही
बसती है दीप्ति विनय की,
सन्धि-वचन संपूज्य उसी का जिसमें शक्ति विजय की।'#IndianArmy#AlwaysReady pic.twitter.com/bUV1DmeNkL— ADG PI – INDIAN ARMY (@adgpi) February 26, 2019
ହିନ୍ଦୀ ଭାଷାରେ ପୋଷ୍ଟ ହୋଇଥିବା ଏହି କବିତାଟି ଖୁବ୍ ମର୍ମସ୍ପର୍ଶୀ ହୋଇଛି । କବିତାର ସାରାଶଂ ହେଉଛି “ଯଦି ଆପଣ ଶତ୍ରୁ ଆଗରେ ନମ୍ର, ଧୀର ଓ କ୍ଷମାଶୀଳ ହେବେ ତେବେ ସେ ତୁମକୁ କାପୁରଷ ବୋଲି ବିବେଚନା କରିବ। ଯେମିତି କୌରବ ମାନେ ପାଣ୍ଡବମାନଙ୍କ ସହ ବ୍ୟବହାର କରିଥିଲେ।” ତେବେ ପଢ଼ନ୍ତୁ ପୋଷ୍ଟ ହୋଇଥିବା କବିତାଟି।
from Odisha Reporter https://ift.tt/2BQST6Y
No comments:
Post a Comment