ଭଦ୍ରାଙ୍କ ସହଯୋଗୀଙ୍କୁ ଅନ୍ତରୀଣ ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ଭଦ୍ରାଙ୍କ ସହଯୋଗୀଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସି ଥିବା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ମନୋଜ ଅରୋରାଙ୍କୁ ଆଜି ଦିଲ୍ଲୀର ଏକ କୋର୍ଟ ଗିରଫଦାରୀରୁ ସୁରକ୍ଷା ଯୋଗାଇ ଦେଇଛନ୍ତି। ତାଙ୍କ ଇଡି କିମ୍ବା ସିବିଆଇ ଫେବୃଆରୀ ୧୬ ଯାଏ ଗିରଫ କରିପାରିବ ନାହିଁ ବୋଲ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କୋର୍ଟ ଶ୍ରୀ ଅରୋରାଙ୍କୁ ଆଜି ଯାଏ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ।

ଆସନ୍ତା ୧୬ ଯାଏ ଦିଲ୍ଲୀ କୋର୍ଟ ରବର୍ଟ ଭଦ୍ରାଙ୍କୁ ମଧ୍ୟ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ। ୧୬ ତାରିଖରେ ସ୍ୱତନ୍ତ୍ର ଜଜ୍‌ ଅରବିନ୍ଦ କୁମାର ଶ୍ରୀ ଅରୋରା ଓ ଶ୍ରୀ ଭଦ୍ରାଙ୍କ ମାମଲାର ଶୁଣାଣି କରିବେ।

ଲଣ୍ଡନରେ ଶ୍ରୀ ଭଦ୍ରା ବେଆଇନ୍‌ ଭାବେ ସମ୍ପତ୍ତି କିଣିଥିବା ଇଡି ଜାଣିବାକୁ ପାଇଛି। ଏହି ମାମଲାରେ ଶ୍ରୀ ଅରୋରା ମୁଖ୍ୟ ସୁତ୍ରଧର ଥିଲେ ବୋଲି ଇଡି କହିଛି।



from Odisha Reporter http://bit.ly/2DVFwUm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages