ଆସିଲା ଅପକମିଙ୍ଗ ବଲିଉଡ୍ ମୁଭି ‘ସୋନ ଚିରୟା’ର ସେକେଣ୍ଡ ଟ୍ରେଲର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଆସିଲା ଅପକମିଙ୍ଗ ବଲିଉଡ୍ ମୁଭି ‘ସୋନ ଚିରୟା’ର ସେକେଣ୍ଡ ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ଅପକମିଙ୍ଗ ବଲିଉଡ୍ ମୁଭି ‘ସୋନ ଚିରୟା’ର ସେକେଣ୍ଡ ଟ୍ରେଲର୍।  ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ।  ଆଉ ଏହା ପୂର୍ବରୁ ୟୁଟୁବ୍‌ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।  ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି।  ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ପରେ ବେଶ୍ ଉତ୍ସାହିତ ଅଛନ୍ତି ଫିଲ୍ମର ଷ୍ଟାରକାଷ୍ଟ। ପ୍ରଥମ ଟ୍ରେଲରଟିକୁ ମଧ୍ୟ ଲୋକେ ବେଶ୍‌ ପସନ୍ଦ କରିଥିଲେ।

ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି।  ଏଥିରେ ସୁଶାନ୍ତ ଜଣେ ଆତଙ୍କବାଦୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ପାଇଁ ସୁଶାନ୍ତ ବୁନ୍ଦେଲି ଭାଷା ମଧ୍ୟ ଶିଖିଛନ୍ତି। ‘ସୋନ୍‌ ଚିରିୟା’ର ଟ୍ରେଲର୍‌ ରିଲିଜ୍ ହୋଇଛି।



from Odisha Reporter http://bit.ly/2BtFEZw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages