ଲଙ୍ଗଳକଣ୍ଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଲଙ୍ଗଳକଣ୍ଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଣ୍ଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଉଦ୍ଧାର ହୋଇଛି। ସିଆରପିଏଫ୍ ଯବାନମାନେ କମ୍ୱିଂ କରୁଥିବା ବେଳେ ୧୫ କେଜିର ଲ୍ୟାଣ୍ଡମାଇନ୍ ପୋତା ଯାଇଥିବା ଦେଖିଥିଲେ। ଏହାପରେ  ଲ୍ୟାଣ୍ଡମାଇନ୍‌କୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଥିଲା।

ଗତକିଛି ଦିନ ହେଲା ଲଙ୍ଗଳକଟା, ରେଲହାତୁ ଓ ଝିରପାଣି ଅଞ୍ଚଳରେ ନକ୍ସଲ ସକ୍ରିୟ ଥିବା ଜଣାପଡ଼ିଛି।



from Odisha Reporter http://bit.ly/2Gi6reH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages