
ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଭାବୀଜୀ ଘର୍ ପର୍ ହୈ’ରେ ‘ଅଙ୍ଗୁରୀ ଭାବୀ’ ଚରିତ୍ରରେ ଚିହ୍ନାମୁହଁ ପାଲଟିବା ପରେ ବିଗ୍ବସ୍-୧୧ ବିଜେତା ହୋଇଥିବା ଅଙ୍ଗୁରୀ ଭାବୀ ମଙ୍ଗଳବାର କଂଗ୍ରେସରେ ମିଶିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ସଞ୍ଜୟ ନିରୂପମଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି।
୪୨ ବର୍ଷ ବୟସରେ ଉପନୀତ ହୋଇସାରିଥିବା ଶିଳ୍ପା ଯଦିଓ ୧୯୯ ମସିହାରୁ ଟିଭି କ୍ୟାରିଅର ଆରମ୍ଭ କରିଥିଲେ, ସେ ‘ଭାବୀଜୀ ଘର୍ ପର୍ ହୈ’ରେ ଲୋକପ୍ରିୟ ହୋଇଥିଲେ। କିନ୍ତୁ ୨୦୧୬ ମସସିହାରେ ପ୍ରଯୋଜକଙ୍କ ସହିତ କୌଣସି ମତାନ୍ତର କାରଣରୁ ସେ ଶୋ’ ଛାଡ଼ିଥିଲେ। ବର୍ତ୍ତମାନ ଶୁଭାଙ୍ଗୀ ଆଟ୍ରେ ଏହି ଭୂମିକା ନିଭାଉଛନ୍ତି। ୨୦୧୭ ମସସିହା ବିଗବ୍ସ୍ ସଂସ୍କରଣର ବିଜେତା ହୋଇଥିଲେ ଶିଳ୍ପା।
ତେବେ ସେ କଂଗ୍ରେସରେ ଯୋଗଦେବାକୁ ନେଇ ସୋଶାଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି।
After Big boss and Roadies the best new TV Reality show is called "Congress" #ShilpaShinde.
— Jubin (@AntiquityBlue) February 5, 2019
News: Shilpa Shinde Joined Congress party
Rahul Gandhi: Utha le re baba,,, utha le,,, #ShilpaShinde pic.twitter.com/Ssf8cEDF3h
— Shilpa Shinde 2.0.Risk Nothing…PARODY (@ShilpaSJokeS) February 5, 2019
Iss Baar Galat Pakde hai !!
I'm a admirer of Shilpa Shinde
But I cannot Support Congress wali Shilpa Shinde as its against my Ideology & Principles
— MEG (@IMegLeo) February 5, 2019
#ShilpaShinde have lost it completely. She is now going to become a member of the Congress Party. Galti Ho Gayi ! Isse Achha Hina ya Vikas ko hi jeeta diya hota
— Rohit (@RohitSometimes) February 5, 2019
Bhabhi ji galat pakde hain @INCIndia ! #ShilpaShinde https://t.co/ykijBNUoBz
— Dr. Lavanya Sharma
(@lavanyasharma05) February 5, 2019
from Odisha Reporter http://bit.ly/2t7LGdZ
(@lavanyasharma05)
No comments:
Post a Comment