
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚୂମ୍ବନ, ଆଉ ତା’ପୁଣି ଭାଲେଣ୍ଟାଇନ୍ସ ଡେ’ ପରି ଦିନରେ। ଆଜ୍ଞା ହଁ ସାରା ବିଶ୍ୱ ଆଜି ଭିନ୍ନ ଭିନ୍ନ ଉପାୟରେ ଭାଲେଣ୍ଟାଇନ୍ସ ଡେ’ ମନାଉଥିବାବେଳେ ଏଥିରୁ ବାଦ୍ ପଡ଼ିନାହାନ୍ତି ଗାନ୍ଧି ପରିବାରର ଲାଡ୍ଲା ରାହୁଲ।
ତାଙ୍କୁ ଏଭଳି ଏକ ଶ୍ରଦ୍ଧାର କିସ୍ ମିଳିଛି ଗୁଜରାଟର ଭଲସାଦ୍ ଗସ୍ତରେ। ଗୁରୁବାରର ଏହି ସକାଳୁଆ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ପୂର୍ବରୁ ସଂସଦରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦରେ କୁଣ୍ଢାଉଥିବାର ନଜର ଆସିଥିଲେ। ରାହୁଲଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରୁଥିବା ମୋଦି ଏପରି ଆଲିଙ୍ଗନରେ ତାଜୁବ ହୋଇଯାଇଥିଲେ।
ଏହାପରେ ହଗ୍ଡେ’ରେ ସେ ଏହି ଭିଡିଓକୁ ନେଇ ଟାର୍ଗେଟ୍ କରିଥିଲେ। ସେ କହିଥିଲେ କଂଗ୍ରେସ ହେଟ୍ ନୁହେଁ ହଗ୍ରେ ବିଶ୍ୱାସ କରେ। ଦେଖନ୍ତୁ ରାହୁଲଙ୍କୁ ଜଣେ ମହିଳା କିସ୍ କରୁଥିବାର ଏହି ଭିଡିଓ।
#WATCH A woman kisses Congress President Rahul Gandhi during a rally in Valsad, #Gujarat pic.twitter.com/RqIviTAvZ9
— ANI (@ANI) February 14, 2019
from Odisha Reporter http://bit.ly/2N46njW
No comments:
Post a Comment