ସାକ୍ଷୀଙ୍କ ସହ ରାତି କଟାଇବାକୁ ମିଳୁଛି ଅଫର୍‌, ରାତିକୁ କୋଟିଏ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ସାକ୍ଷୀଙ୍କ ସହ ରାତି କଟାଇବାକୁ ମିଳୁଛି ଅଫର୍‌, ରାତିକୁ କୋଟିଏ !

sakhhi

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ତାମିଲ ଫିଲ୍ମ ‘ଅକ୍ସିଜେନ୍‌’ ଏବଂ ‘ଜେମ୍ସବଣ୍ଡ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ସାକ୍ଷୀ ଚୌଧୁରୀ ଏବେ ନିଜର ଏକ ମ୍ୟୁଜିକ୍‌ ଭିଡିଓକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ୍‌ ହେଉଛନ୍ତି। ସାକ୍ଷୀ ଚୌଧୁରୀ ନିଜ ଫ୍ୟାନ୍‌ଙ୍କ ସହ କନେକ୍ଟ ରହିବା ପାଇଁ ସୋଶାଲ୍‌ ମିଡ଼ିଆ ତଥା ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସବୁବେଳେ କିଛିନା କିଛି ଶେଆର କରିଥାନ୍ତି।

କିଛି ଦିନ ତଳେ ମଧ୍ୟ ସାକ୍ଷୀ ଏକ ଭିଡ଼ିଓ ଶେଆର କରିଥିଲେ। ଯେଉଁଥି ପାଇଁ ଏବେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି । ସାକ୍ଷୀଙ୍କ ଭିଡିଓ ଦେଖିବା ପରେ ଲୋକେ ତାଙ୍କ ଭିଡିଓକୁ ନେଇ ନକାରାତ୍ମକ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି। ଏହାସହ କିଛି ଲୋକ ସାକ୍ଷୀଙ୍କୁ ଆପତ୍ତିଜନକ ଡିମାଣ୍ଡ ଲେଖି ପଠାଉଥିବା ସାକ୍ଷୀ ସୋଶାଲ ମିଡିଆ ଜରିଆରେ ଜଣାଇଛନ୍ତି।

ରିପୋର୍ଟ୍‌ ମୁତାବକ ସାକ୍ଷୀଙ୍କ ଆଗାମୀ ଫିଲ୍ମ ‘ମ୍ୟାଗ୍‌ନେଟ୍‌’ ରିଲିଜ୍‌ ହେବାକୁ ଯାଉଛି। ତେଣୁ ସେ ଏବେ ସେହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ। ଏହି ଅବସରରେ ସାକ୍ଷୀଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ଲୋକମାନେ ତାଙ୍କ ସହ ରାତି କାଟିବାକୁ ଚାହୁଁଥିବା ଅଫର କରିଛନ୍ତି। ଏକଥା ସାକ୍ଷୀ ଟ୍ୱିଟ୍‌ କରି ଜଣାଇଛନ୍ତି।

sakhiiiସେ କହିଛନ୍ତି,“ଭିଡିଓ ଏବଂ ଫଟୋ ଦେଖି ଲୋକେ ପାଗଳ ହୋଇ ଯାଇଛନ୍ତି । ମୋତେ ଗୋଟେ ରାତିକୁ ଏକ କୋଟି ଦେବାକୁ କୁହାଯାଉଛି। କିନ୍ତୁ ସେମାନେ ସବୁ ମୁର୍ଖ । ମୁଁ ବିକ୍ରିହେବା ଜିନିଷ ନୁହେଁ। ଏତେ ସହଜରେ ବିକ୍ରି ହେବି ନାହିଁ। କେବଳ ମୋତେ ଦେଖି କାମ ଚଳାଅ ଏବଂ ‘ମ୍ୟାଗ୍‌ନେଟ୍‌’ ଦେଖିବା ପାଇଁ ସିନେମା ହଲକୁ ଯାଅ।”

 



from Odisha Reporter http://bit.ly/2G62vOM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages