
ସମ୍ୱଲପୁର(ସଞ୍ଜୟ ଜେନା): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଆସୁଛନ୍ତି। ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ୪ଟି ଲୋକସଭା କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଏବଂ ବୁଥସ୍ତରୀୟ କର୍ମୀଙ୍କୁ ଶାହ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି।
ମାସକ ମଧ୍ୟରେ ତିନି ତିନି ଥର ଗସ୍ତ ପରେ ଆଜି କେତେ ଶାଣିତ ହେବ ଶାହଙ୍କ ଶବ୍ଦ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁରୀ ସମାବେଶ ଭଳି ଏଠାରେ ବି ନବୀନଙ୍କ ବିରୋଧରେ ଆକ୍ରମଣାତ୍ମକ ମୁଦ୍ରା ଦେଖାଇବେ ନା ସାଲେପୁର ସମାବେଶ ଭଳି ସ୍ୱର ନରମ ରହିବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି।
from Odisha Reporter http://bit.ly/2N8CbnG
No comments:
Post a Comment