
ବାରିପଦା(ମାନିକଲାଲ ପାଣି): ଜମ୍ମୁ-କଶ୍ମୀରର ପୁଲୱାମାରେ ସହିଦ ଯବାନମାନଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।
ସହିଦମାନଙ୍କ ଆତ୍ମାର ସଦ୍ଗତି କାମନା ପାଇଁ ଏଭିବିପିର ଛାତ୍ରଛାତ୍ରୀ ନୀରବ ପ୍ରାର୍ଥନା କରିବା ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରାଙ୍ଗଣରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।
ଏହି ଘଟଣାରେ ଆହତ ଯବାନମାନଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ଛାତ୍ରଛାତ୍ରୀ।
from Odisha Reporter http://bit.ly/2UT5AoG
No comments:
Post a Comment