ଟ୍ରକ୍ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀର ଜୀବନ, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଟ୍ରକ୍ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀର ଜୀବନ, ୨ ଗୁରୁତର

କଳାହାଣ୍ଡି(ଇଙ୍ଗିତ ପଣ୍ଡା):କଳାହାଣ୍ଡିର କାଉଡଳା ଗ୍ରାମରେ ଆଜି ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଭବାନୀପାଟଣା-ଜୟପୁର ଏନ୍‌ଏଚ୍‌-୨୬ରେ କାଉଡଳା ଗ୍ରାମରେ ଗୋଟିଏ ଟ୍ରକ୍‌ ସହ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ବାଇକ୍‌ରେ ୩ଜଣ ଥିଲେ।  ତେବେ ଘଟଣାସ୍ଥଳରେ କୋକସରା ଥାନା ଅନ୍ତର୍ଗତ ଖଲିଗଡ଼ ଗ୍ରାମର ଯୁବରାଜ ମାଝୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କୁ କୋକସରା ମେଡିକାଲରେ ଚିକିତ୍ସା କରାଯାଉଛି। କୋକସରା ପୁଲିସ ଟ୍ରକ୍‌ଟିକୁ ଅଟକ ରଖି ତଦନ୍ତ କରୁଛି ।



from Odisha Reporter http://bit.ly/2UTympq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages