ତୃତୀୟ ଟେଷ୍ଟରେ ଇଣ୍ଡିଜର ନେତୃତ୍ୱ ନେବେ ବ୍ରାଥୱେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ତୃତୀୟ ଟେଷ୍ଟରେ ଇଣ୍ଡିଜର ନେତୃତ୍ୱ ନେବେ ବ୍ରାଥୱେଟ

ମେଲବର୍ଣ୍ଣ: ୱେଷ୍ଟଇଣ୍ଡିଜ୍‌ର ଟେଷ୍ଟ ଟିମ୍‌ର ନିୟମିତ ଅଧିନାୟକ ଜେସନ ହୋଲ୍ଡର ଗୋଟିଏ ମ୍ୟାଚ୍‌ରୁ ବ୍ୟାନ୍‌ ହୋଇଥିବାରୁ ଓପନର କ୍ରେଗ୍‌ ବ୍ରାଥୱେଟ୍‌ଙ୍କୁ ଟିମ୍‌ର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ଶନିବାର ଠାରୁ ଇଂଲଣ୍ଡ ବିପକ୍ଷରେ ସେଣ୍ଟ ଲୁସିଆରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍‌ରେ ବ୍ରାଥୱେଟ୍‌ ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ଅଧିନାୟକ ହେବେ। ଦ୍ୱିତୀୟ ଟେଷ୍ଟ୍‌ରେ ଧିମା ବୋଲିଂ ଯୋଗୁ ହୋଲ୍ଡରଙ୍କୁ ଗୋଟିଏ ମ୍ୟାଚ୍‌ରୁ ଆଇସିସି ବ୍ୟାନ୍‌ କରିଛି।

ଏବେ ୱେଷ୍ଟଇଣ୍ଡିଜ ଇଂଲଣ୍ଡ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି।
ବ୍ରାଥୱେଟ୍‌ ଶେଷଥର ପାଇଁ ଗତବର୍ଷ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଅଧିନାୟକ ହୋଇଥିଲେ।



from Odisha Reporter http://bit.ly/2Bjr0UP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages