ଜଙ୍ଗଲରେ ଚାଲିଛି ବିରାଟ-ଅନୁଷ୍କା ରୋମାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଜଙ୍ଗଲରେ ଚାଲିଛି ବିରାଟ-ଅନୁଷ୍କା ରୋମାନ୍ସ

ନାପିଅର: କ୍ରିକେଟ୍‌ ଖେଳରୁ ଛୁଟି ପାଇଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଛୁଟି କାଟିବାରେ ବ୍ୟସ୍ତ। ଉଭୟ ଏବେ ନ୍ୟୁଜିଲ୍ୟାଣ୍ଡର ଘଞ୍ଚ ଜଙ୍ଗଲରେ ରୋମାନ୍ସ କରୁଛନ୍ତି। ପୂର୍ବରୁ ଦୁହେଁ ଜଙ୍ଗଲ ମଧ୍ୟରେ ବସିଥିବାର ଏକ ଫଟୋ ଛାଡ଼ିଥିଲେ। ଏବେ ବିରୁଷ୍କା ଆଉ ଏକ ଜଙ୍ଗଲ ଭିତରର ଫଟୋ ଛାଡ଼ିଛନ୍ତି।

ଯେଉଁଥିରେ ଉଭୟ ବିରାଟ୍‌ ଏବଂ ଅନୁଷ୍କା ପରସ୍ପରର ହାତ ଧରି ଜଙ୍ଗଲ ମଧ୍ୟରେ ଚାଲୁଥିବାର ଦେଖିବାକୁ ମିଳୁଛି। ବିରାଟ୍‌ ଆଗରେ ଥିବା ବେଳେ ଅନୁଷ୍କା ତାଙ୍କ ପଛରେ ରହିଛନ୍ତି। ଉଭୟ କଳା ରଙ୍ଗର ପୋଷାକରେ ବେଶ ସୁନ୍ଦର ଦିଶୁଛନ୍ତି। ଏହି ଫଟୋକୁ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଏହି ଫଟୋଟିକୁ ଏବେ କ୍ରିକେଟ୍‌ ପ୍ରେମୀ ଟ୍ୱିଟରେ ଛାଡ଼ିବା ସହ ମଜାଦାର କମେଣ୍ଟମାନ ଦେଇଛନ୍ତି।



from Odisha Reporter http://bit.ly/2Sur6Tb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages