ବିଶ୍ୱକପ ପରେ ଆଉ ଦେଖିବାକୁ ମିଳିବନି ଏହି ସ୍ପିନରଙ୍କ ଯାଦୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ବିଶ୍ୱକପ ପରେ ଆଉ ଦେଖିବାକୁ ମିଳିବନି ଏହି ସ୍ପିନରଙ୍କ ଯାଦୁ

ଜୋହାନେସବର୍ଗ : ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ଦଳର ଅଭିଜ୍ଞ ଲେଗ୍ ସ୍ପିନର ଇମ୍ରାନ ତାହିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟକୁ ଅଲବିଦା କହିବେ। ତେବେ ତାହିର ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ଟି-୨୦ ଖେଳିବା ଜାରି ରଖିବେ।

ଚଳିତମାସ ଶେଷ ବେଳକୁ ୪୦ ବର୍ଷରେ ପଦାର୍ପଣ କରିବାକୁ ଥିବା ତାହିର ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୨୬ ରନ୍ ଦେଇ ୩ ୱିକେଟ୍ ହାସଲ କରିଥିଲେ। ଅବସର ନେବା ନେଇ ସେ କହିଛନ୍ତି, “ମୁଁ ବିଶ୍ୱକପ୍ ଖେଳିବାକୁ ଚାହେଁ ଏବଂ ସେହିଠାରେ ନିଜ ଦିନିକିଆ କ୍ୟାରିୟର ଶେଷ କରିବାକୁ ଚାହେଁ।”



from Odisha Reporter https://ift.tt/2C3JetD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages