ଧରାପଡ଼ିଲେ ନକଲି ଶିକ୍ଷୟିତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଧରାପଡ଼ିଲେ ନକଲି ଶିକ୍ଷୟିତ୍ରୀ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଧରାପଡ଼ିଲେ ନକଲି ଶିକ୍ଷୟିତ୍ରୀ। କେନ୍ଦ୍ରାପଡା ଜିଲ୍ଲା ବିଲ୍ଲାହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲ୍ ପ୍ରମାଣପତ୍ର ଦେଇ ଟଙ୍କା ହଡ଼ପ ଅଭିଯୋଗ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଓ ପାଟକୁରା ପୁଲିସ୍‌ ଆଜି ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଅନ୍ନପୂର୍ଣ୍ଣା ଦାଶ। ଅନ୍ନପୂର୍ଣ୍ଣାଙ୍କ ଘର ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଅଞ୍ଚଳରେ।

୨୦୧୩ ମସିହାରେ କିଛି ଲୋକେ ନକଲି ଶିକ୍ଷୟିତ୍ରୀଙ୍କ କାଗଜ ପତ୍ର ଦେଇ ବିଲ୍ଲାହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲିଆତି କରି ଋଣ ଉଠାଇଥିଲେ। ତେବେ ଜାଲିଆତି ସମ୍ପର୍କରେ ଜଣାପଡ଼ିବା ପରେ ବ୍ୟାଙ୍କର ପରିଚାଳକ, କ୍ଷେତ୍ର ପରିଚାଳକ(ଫିଲ୍ଡ ମ୍ୟାନେଜର୍‌)ଙ୍କୁ ନିଲମ୍ବନ କରାଯାଇଥିଲା। ପରେ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁକୁ ପ୍ରଦାନ କରିଥିଲେ। ସେହି ସମୟରେ ଏହି ଘଟଣାରେ ୪ଜଣ  ଗିରଫ ହୋଇଥିବା ବେଳେ ଆଉ କିଛି ଲୋକଙ୍କୁ ଜାମିନ ମିଳିଥିଲା।



from Odisha Reporter https://ift.tt/2ClBL9D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages