ସାନ ଭାଇକୁ ହାଣି ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ସାନ ଭାଇକୁ ହାଣି ମାରି ଦେଲେ

death

ପାରାଦୀପ (ରମାକାନ୍ତ ନାୟକ): ସାନ ଭାଇକୁ ହାଣି ଦେଲା ବଡ଼ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ପାରାଦୀପର ନୂଆବଜାରରେ।

ମୃତ ଯୁବକଙ୍କ ନାଁ ସୁଦୀପ୍ତ ସ୍ୱାଇଁ (୩୨)। ପୁଲିସ୍ ତାଙ୍କ ବଡ଼ ଭାଇ, ଭାଉଜ ଓ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଛାନ୍‌ଭିନ୍ ଚଳାଇଛି।



from Odisha Reporter https://ift.tt/2WgySyu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages