ବ୍ୟକ୍ତିଗତ ଆକାଉଣ୍ଟରୁ କୁମ୍ଭ ସଫେଇ କର୍ମଚାରୀଙ୍କୁ ମୋଦି ଦେଲେ ୨୧ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ବ୍ୟକ୍ତିଗତ ଆକାଉଣ୍ଟରୁ କୁମ୍ଭ ସଫେଇ କର୍ମଚାରୀଙ୍କୁ ମୋଦି ଦେଲେ ୨୧ ଲକ୍ଷ

ନୂଆଦିଲ୍ଲୀ: କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏଭଳି ଆର୍ଥିକ ସହାୟତା ସେ ସରକାର ରାଜକୋଷରୁ କରି ନାହାନ୍ତି ବରଂ ନିଜର ବ୍ୟକ୍ତିଗତ ସେଭିଙ୍ଗ ଆକାଉଣ୍ଟରୁ ଦେଇଛନ୍ତି।

ଶ୍ରୀ ମୋଦି ନିଜ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା କୁମ୍ଭ ସଫେଇ କର୍ମଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ କର୍ପସ ପାଣ୍ଠିଙ୍କୁ ଦାନ କରିଛନ୍ତି। ପୂର୍ବରୁ ଶ୍ରୀ ମୋଦି ସିଓଲ ଶାନ୍ତି ପରୁସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କାକୁ ନମାମୀ ଗଙ୍ଗା ପ୍ରକଳ୍ପକୁ ଦାନ କରିଥିଲେ। ସେହିପରି ଗଙ୍ଗା ସଫେଇ ପାଇଁ ମଧ୍ୟ ମୋଦି ୩.୪୦ କୋଟି ଟଙ୍କା ଦେଇଥିଲେ।



from Odisha Reporter https://ift.tt/2H3P8zc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages