ବାଡ଼ି ବଗିଚାରେ ଏହି ଗଛ ଲଗାନ୍ତୁ, ଦୂର ହେବ ଆର୍ଥିକ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ବାଡ଼ି ବଗିଚାରେ ଏହି ଗଛ ଲଗାନ୍ତୁ, ଦୂର ହେବ ଆର୍ଥିକ ସମସ୍ୟା

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ଘରେ ଓ ବାଡିରେ ଗଛ ଲଗାଇବା ପଛରେ ଅନେକ ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି। ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ବଗିଚାରେ ଗଛ ଲଗାଇବା ଦ୍ୱାରା ଆମକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିବା ସହ ଘରର ବାତାବରଣ ଶୁଦ୍ଧ ରହିଥାଏ। ସେହିପରି ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଗଛ ଘରର ନକାରାତ୍ମକ ଶକ୍ତିକୁ ଦୂର କରି ଘରେ ସୁଖ ଓ ସମୃଦ୍ଧି ଆଣିଥାଏ। ଗଛ ଲଗାଇବା ପଛରେ କିଛି ବାସ୍ତୁ ନିୟମ ମଧ୍ୟ ରହିଛି। ବାସ୍ତୁ ଅନୁଯାୟ କିଛି ଗଛ ଶୁଭ ହୋଇଥିବା ବେଳେ କିଛି ଅଶୁଭ ହୋଇଥାଏ। ସେହିପରି କିଛି ଗଛ ଏଭଳି ଅଛି ଯାହାକୁ ଲଗାଇଲେ କେବେ ଆର୍ଥିକ ସମସ୍ୟାରେ ପଡ଼ିବେ ନାହିଁ। ବାୟ୍ତୁ ନିୟମ ଅନୁଯାୟୀ ଏହି ଛଅଟି ଘଛ ବଗିଚାରେ ଲଗାନ୍ତୁ, ସମସ୍ୟା ଦୂର ହୋଇଯିବ।

ତୁଳସୀ ଗଛ: ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ। ଯଦି ତୁଳସୀ ଗଛ ଆପଣଙ୍କ ଘରେ ଅଛି ତେବେ ଆପଣଙ୍କ ଘରୁ ସବୁ ପ୍ରକାରର ନକାରତ୍ମକ ଶକ୍ତି ଦୂରେଇ ହୋଇଯିବ। ତୁଳସୀ ନାରାୟଣ ପ୍ରିୟା। ତେଣୁ ଯାହା ଘରେ ତୁଲସୀ ଅଛି ସେ ଘରେ କେବେ କୌଣସି ଜିନିଷର ଅଭାବ ହୁଏ ନାହିଁ। ତେବେ ଏତିକି ମନେ ରଖନ୍ତୁ, ତୁଳସୀ ଗଛକୁ ଆପଣ ଠିକ୍ ଭାବେ ପୂଜା କରୁଥିବା ଉଚିତ୍।

ଭୃସଙ୍ଗ ପତ୍ର: ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛର ବହୁତ ମହତ୍ୱ ରହିଛି। ଏହାକୁ ଲଗାଇଲେ ଆପଣଙ୍କ ଉପରେ ଶନି, ରାହୁ ଓ କେତୁ ପ୍ରସନ୍ନ ରହିବେ।



from Odisha Reporter https://ift.tt/2HgF9WF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages