ଯୌତୁକ ଲାଗି ବଧୂ ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଯୌତୁକ ଲାଗି ବଧୂ ହତ୍ୟା ଅଭିଯୋଗ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) :ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାଟେଣି ଗାଁରେ ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଟେଣି ଗାଁର ବାପି ସାହୁଙ୍କ ସ୍ତ୍ରୀ ରୀନା ସାହୁ। ୧୧ ମାସ ତଳେ ବାପି ଏବଂ ରୀନାଙ୍କ ବିବାହ ହୋଇଥିଲା। ତେବେ ଯୌତୁକ ଲାଗି ରୀନାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମୃତକଙ୍କ ସ୍ୱାମୀ, ଶାଶୁ, ଶ୍ୱଶୂର ଫେରାର ଅଛନ୍ତି। ସେପଟେ ଏ ନେଇ ଖବର ପାଇବା ପରେ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।



from Odisha Reporter https://ift.tt/2U6TFYJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages