ବିମାନ ସେବା ବୋର୍ଡରୁ ଓହରିଲେ ଜେଟ୍‌ ଏୟାରୱେଜ ପ୍ରତିଷ୍ଠାତା ଓ ତାଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ବିମାନ ସେବା ବୋର୍ଡରୁ ଓହରିଲେ ଜେଟ୍‌ ଏୟାରୱେଜ ପ୍ରତିଷ୍ଠାତା ଓ ତାଙ୍କ ପତ୍ନୀ

ନୂଆଦିଲ୍ଲୀ: ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା ନରେଶ ଗୋୟେଲ ଓ ତାଙ୍କ ପତ୍ନୀ ଅନୀତା ଆଜି ବିମାନ ସେବା ବୋର୍ଡ ବା ବୋର୍ଡ ଅଫ୍‌ ଏୟାରଲାଇନ୍ସରୁ ଓହରି ଯାଇଛନ୍ତି। ୧୯୯୩ ମସିହାରେ ନରେଶ ଗୋୟେଲ ତାଙ୍କ ପତ୍ନୀ ଅନୀତାଙ୍କ ସହ ମିଶି ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠା କରିଥିଲେ।

କିଛିଦିନ ପୂର୍ବରୁ ଶ୍ରୀ ଗୋୟେଲ ଏୟାରଲାଇନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହ ନିଜର ୫୧% ଅଂଶଧନ ପ୍ରତ୍ୟାହାର କରିନେବେ ବୋଲି ଖବର ମିଳିଥିଲା। ଏକ ବିଲିୟନ୍‌ ଡଲାର ଋଣରେ ବୁଡ଼ି ରହିଥିବା ଜେଟ୍‌ କମ୍ପାନୀ ବେଶ କିଛି ଦିନ ହେଲା ସମସ୍ୟାରେ ପଡ଼ିଥିଲା।

ଏଥିପାଇଁ କମ୍ପାନୀ ବ୍ୟାଙ୍କ,ସପ୍ଲାୟର ଓ ପାଇଲଟ୍‌ମାନଙ୍କୁ ଠିକ୍‌ ସମୟରେ ଅର୍ଥ ଦେଇପାରୁ ନଥିଲା। ଏଥିପାଇଁ ଶେଷରେ ଜେଟ୍‌ର ୪୦ଟି ରୁଟରେ ବିମାନ ସେବାକୁ ବନ୍ଦ କରିଦିଆଯାଇଥିଲା।



from Odisha Reporter https://ift.tt/2UToNXZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages