ବିମାନବନ୍ଦରରେ ବୋମା ଧମକ ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ବିମାନବନ୍ଦରରେ ବୋମା ଧମକ ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ଧମକ ମିଳିବା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦିନ ୧୧ଟାରେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୨ରେ ବୋମା ରହିଥିବା  ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ଲୋକଙ୍କୁ ତୁରନ୍ତ ସେଠାରୁ ଖାଲି କରାଯିବା ସହ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚଅପରେସନ୍‌ ଆରମ୍ଭ କରାଯାଇଥିଲା।

୧୧ଟାରେ ମିଳିଥିବା ଫୋନ୍‌ କଲ ଅନୁଯାୟୀ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇ ଏୟାରପୋର୍ଟରେ ବିସ୍ଫୋରଣ ହେବ। ଏହି ଖବର ପରେ ବୋମା ସ୍କ୍ୱାଡ୍‌ ମଧ୍ୟ ଘଟଣାର ସ୍ଥଳରେ ପହଞ୍ଚି ସର୍ଚ୍ଚ କରିଥିଲା। ତେବେ ଶେଷ ଖବର ସୁଦ୍ଧା ବିମାନ ଚଳାଚଳ ବନ୍ଦ ରହିଥିବା ବେଳେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।



from Odisha Reporter https://ift.tt/2tKpBlI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages