ହାଫିଜ ସୟିଦର ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ହାଫିଜ ସୟିଦର ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପାକ୍‌

ଇସଲାମାବାଦ: ନିନ୍ଦିତ ଛବି ସୁଧାରିବାକୁ ପାକିସ୍ତାନ ଉଦ୍ୟମ ଚଳାଇଛି । ମାସୁଦ ଅଝାର ପରେ ଏବେ ହାଫିଜ ସୟିଦ ଉପରେ ପାକ୍ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆତଙ୍କବାଦୀ ସଂଗଠନ ଜାମାତ-ଉଦ-ଦାୱା ଏବଂ ତାର ଟ୍ରଷ୍ଟ ଫଲହ-ଏ-ଇନସାନିୟତ ଦ୍ୱାରା ପରିଚାଳିତ ସମସ୍ତ ମଦ୍ରାସା ଏବଂ ସମସ୍ତ ସମ୍ପତ୍ତି ଜବତ କରିଛି । ମଙ୍ଗଳବାର ଜୈଶ-ଏ-ମହମ୍ମଦ ସଂଗଠନର ମୁଖିଆ ମାସୁଦ ଆଝାରର ପୁଅ ଓ ଭାଇଙ୍କୁ ଗିରଫ କରାଯାଇଛି। ମୋଟ ୪୨ଟି ଆତଙ୍କୀ ସଂଗଠନକୁ ପାକିସ୍ତାନ ବ୍ୟାନ କରିଥିବା ଜଣାପଡିଛି ।

ଜାତିସଂଘରେ ଆତଙ୍କବାଦୀକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବା ନେଇ ନିନ୍ଦିତ ହେବା ପରେ ଏବେ ଏପରି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିବା ଜଣାପଡିଛି।



from Odisha Reporter https://ift.tt/2Ty4SjK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages