ଭାରତୀୟ ଦମ୍ପତିଙ୍କୁ ମୁନିଚ୍‌ରେ ଆକ୍ରମଣ, ସ୍ୱାମୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଭାରତୀୟ ଦମ୍ପତିଙ୍କୁ ମୁନିଚ୍‌ରେ ଆକ୍ରମଣ, ସ୍ୱାମୀ ମୃତ

ନୂଆଦିଲ୍ଲୀ: ଜର୍ମାନୀର ମୁନିଚ୍‌ଠାରେ ଆଜି ଭାରତୀୟ ଦମ୍ପତିଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି ଛୁରୀ ଦ୍ୱାରା ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଏକାଧିକ ଥର ହମ୍‌ଲା କରିଛି। ଏଥିରେ ସ୍ୱାମୀ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ମୁନିଚ୍‌ ଠାରେ ଜଣେ ବ୍ୟକ୍ତି ପ୍ରଶାନ୍ତ ଓ ସ୍ମିତା ବାସାରୁରଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଦୁର୍ଭାଗ୍ୟବଶତଃ ଏଥିରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ମିତା ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ମୋତେ ଗଭୀର ଭାବେ

ଆମେ ପ୍ରଶାନ୍ତଙ୍କ ଭାଇଙ୍କୁ ମୁନିଚ୍‌ ଯିବାର ସମସ୍ତ ବ୍ୟବସ୍ଥା କରୁଛୁ। ଏଥିସହ ମୁନିଚ୍‌ ଠାରେ ଥିବା ଇଣ୍ଡିଆନ୍‌ ମିଶନ୍‌କୁ ଏହି ଘଟଣାରେ ସମସ୍ତ ପ୍ରକାରର ସହଯୋଗ କରିବାକୁ କହିଛୁ।”
ତେବେ ପ୍ରଶାନ୍ତ ଓ ସ୍ମିତାଙ୍କ ସମ୍ପର୍କରେ ଆଉ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।



from Odisha Reporter https://ift.tt/2Oza2XF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages