
ନୂଆଦିଲ୍ଲୀ: ଶିକାଗୋରେ ଚାଲିଥିବା ପିଏସଏ ୱାର୍ଲ୍ଡ ସ୍କ୍ୱାସ୍ ଚାମ୍ପିଅନଶିପରେ ଭାରତର ସୌରଭ ଘୋଷାଲଙ୍କ ଅଭିଯାନ ଶେଷ ହୋଇଛି।
ସୌରଭ କ୍ୱାର୍ଟର ଫାଇନାଲରେ ଜର୍ମାନୀର ସାଇମନ୍ ରୋଜନରଙ୍କ ନିକଟରୁ ୧୧-୮, ୧୧-୬, ୧୧-୭ ଗେମରେ ହାରି ବିଦାୟ ନେଇଛନ୍ତି। ଦୀର୍ଘ ୫୦ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ସୌରଭ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ।
ପୂର୍ବରୁ ସୌରଭ ପ୍ରି-କ୍ୱାର୍ଟର୍ଫାଇନାଲରେ ୱେଲ୍ସର ଜୋଏଲ୍ ମାକିନଙ୍କୁ ୧୧-୧୩, ୧୧-୭, ୧୧-୭, ୧୩-୧୧ ଗେମରେ ହରାଇଥିଲେ ।
from Odisha Reporter https://ift.tt/2ILGF5d
No comments:
Post a Comment