ଆରବିଆଇକୁ ୨ କୋଟି ତଣ୍ଡ ଗଣିବ ପିଏନ୍‌ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଆରବିଆଇକୁ ୨ କୋଟି ତଣ୍ଡ ଗଣିବ ପିଏନ୍‌ବି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ୨ କୋଟି ଟଙ୍କାର ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ମେସେଜିଂ ସଫ୍ଟୱେର ‘ସ୍ୱିଫ୍ଟ’ର ନିୟମ ଉଲ୍ଲଂଘନ କରିଥିବା ନେଇ ଏହି ଦଣ୍ଡ ବିଧାନ କରାଯାଇଛି। ଗତବର୍ଷ ହିଁ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକସି ଏହି ସଫ୍ଟୱେର ଜରିଆରେ ୧୪,୦୦୦ କୋଟି ଟଙ୍କା ଠକି ନେଇଥିଲେ।

ମାର୍ଚ୍ଚ ୨୫ ତାରିଖରେ ପଠାଯାଇଥିବା ଏକ ଚିଠି ଜରିଆରେ ଆରବିଆଇ ବ୍ୟାଙ୍କକୁ ଏହି ଜୋରିମାନା ଦଣ୍ଡ ବିଷୟରେ ଜଣାଇଛି।

ଚଳିତ ବର୍ଷ ହିଁ ଆରବିଆଇ ୩୬ଟି ରାଷ୍ଟ୍ରାୟତ୍ତ୍ୱ, ଘରୋଇ ଏବଂ ବିଦେଶୀ ବ୍ୟାଙ୍କଙ୍କୁ ନିର୍ଦ୍ଦିଷ୍ଟ ସମୟରେ ‘ସ୍ୱିଫ୍ଟ’ ଲାଗୁ ନହେବା ଏବଂ ନିୟମ ଉଲ୍ଲଂଘନ ଆଦି ମାମଲାରେ ୭୧ କୋଟି ଟଙ୍କାର ଜୋରିମାନା ଲଗାଇଥିଲା। ଏହି ତାଲିକାରେ କିନ୍ତୁ ପିଏନ୍‌ବି ନଥିଲା।



from Odisha Reporter https://ift.tt/2HIEC0D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages