ବିଶ୍ୱକପ୍‌ ପାଇଁ ବିରାଟ୍‌ ଜାରି କଲେ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ବିଶ୍ୱକପ୍‌ ପାଇଁ ବିରାଟ୍‌ ଜାରି କଲେ ଭିଡିଓ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୩୦ରୁ ବିଶ୍ୱକପ୍‌ ଆରମ୍ଭ ହେବ। ଏଥିପାଇଁ ଆଉ ୮୦ ଦିନ ବାକି ରହିଛି। ଏହାପୂର୍ବରୁ ବିରାଟ୍‌ ବିଶ୍ୱକପ୍‌କୁ ନେଇ କେମିତି ପ୍ରସ୍ତୁତି ଚଳାଇଛନ୍ତି, ତା’ର ଏକ ଭିଡିଓ ଆଜି ଟ୍ୱିଟରରେ ପୋଷ୍ଟ କରିଛନ୍ତି।

ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଖେଳିଥିବା ଶେଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ରେ ବିରାଟ୍‌ ଆଣ୍ଡ କୋ ୩-୨ରେ ପରାସ୍ତ ହୋଇଥିଲେ। ଏହାପରେ ଦଳର ସନ୍ତୁଳନକୁ ନେଇ ଏକାଧିକ ପ୍ରଶ୍ନ ଉଠିଛି। ଇତି ମଧ୍ୟରେ ଆଜି ବିରାଟ୍‌ ବିଶ୍ୱକପ୍‌ ପାଇଁ ଜୋରଦାର ବ୍ୟାୟାମ କରୁଥିବାର ଏକ ଭଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ବିଶ୍ୱକପ୍‌କୁ ଆଉ ୮୦ ଦିନ ରହିଛି ବୋଲି କହିଛନ୍ତି। ଏଥିସହ ବିଶ୍ୱକପ ପାଇଁ ଓଲଟା ଗଣତି ଆରମ୍ଭ ବୋଲି ମଧ୍ୟ ବିରାଟ୍‌ କହିଛନ୍ତି।

ଭାରତ ବିଶ୍ୱକପ୍‌ରେ ତା’ର ଅଭିଯାନ ଜୁନ୍‌ ୫ରେ ଆରମ୍ଭ କରିବ। ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ରେ ରୋଜ ବାଉଲଠାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2T7GaCp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages