ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲ୍ଡ ସମର ଗେମ୍ସରେ ଭାରତର ପଦକ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲ୍ଡ ସମର ଗେମ୍ସରେ ଭାରତର ପଦକ ବର୍ଷା

ନୂଆଦିଲ୍ଲୀ: ୟୁଏଇ ଦୁବାଇରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲ୍ଡ ସମର ଗେମ୍ସରେ ଭାରତ ପଦକ ବର୍ଷା କରିଛି। ଏହି ସମ୍ମାନଜନକ ଗେମ୍ସରେ ଭାରତର ୨୮୪ଜଣ ଆଥଲେଟ ଭାଗ ନେଇଥିଲେ। ଭାରତ ୮୫ ସ୍ୱର୍ଣ୍ଣ, ୧୫୪ ରୌପ୍ୟ ଓ ୧୨୯ ବ୍ରୋଞ୍ଜ ସହ ମୋଟ ୩୬୮ ପଦକ ଜିତିଛି।

ଏହି ଗେମ୍ସରେ ଭାରତ ସର୍ବାଧିକ ପଦକ ପାୱାରଲିଫ୍ଟିଙ୍ଗ (୨୦ ସ୍ୱର୍ଣ୍ଣ, ୩୩ ରୌପ୍ୟ, ୪୩ ବ୍ରୋଞ୍ଜ) ରେ ଜିତିଛି। ଏହାଛଡ଼ା ରୋଲର ସ୍କେଟିଂରେ ଭାରତକୁ ୪୯ (୧୩ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୧୬ ବ୍ରୋଞ୍ଜ) ପଦକ ମିଳିଛି। ସାଇକ୍ଲିଂରେ ଭାରତ ୧୧ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୨୦ ବ୍ରୋଞ୍ଜ ସହ ମୋଟ ୪୫ ପଦକ, କ୍ରସ କଣ୍ଟ୍ରି ଓ ଫିଲ୍ଡ ଆଥଲେଟିକ୍ସରେ ୩୯ (୫ ସ୍ୱର୍ଣ୍ଣ, ୨୪ ରୌପ୍ୟ ଓ ୧୦ ବ୍ରୋଞ୍ଜ) ପଦକ ହାସଲ କରିଛି।



from Odisha Reporter https://ift.tt/2FtHPil

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages