ପୋଲ ତଳକୁ ଖସିପଡ଼ିଲା ଡାଲି ବୋଝେଇ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ପୋଲ ତଳକୁ ଖସିପଡ଼ିଲା ଡାଲି ବୋଝେଇ ଟ୍ରକ୍‌

truck2

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ମଙ୍ଗୁଳି ନିକଟରେ ଆଜି ଭୋରରେ ଏକ ଡାଲି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରେ ଏହା ଏକ କେନାଲ୍‌ ତଳକୁ ଖସି ପଡ଼ିଛି। ପୋଲ୍‌ର ବାଡ଼ ଭାଙ୍ଗି ଏହା ତଳକୁ ଖସି ପଡ଼ିଥିଲା।

truck1ଏଥିରେ ଉଭୟ ହେଲପର ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଚୌଦ୍ୱାର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହିତ କଟକ ବଡ଼ ଡାକ୍ତରଖାନା ପଠାଇଥିଲା।

truck3ଡ୍ରାଇଭର ଓ ହେଲ୍‌ପରଙ୍କ ପରିଚୟ ଜଣାପଡ଼ି ନାହିଁ। କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ।



from Odisha Reporter https://ift.tt/2TJpfGB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages