
ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଦେଶର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ- ବ୍ୟାଙ୍କ ଅଫ୍ ବରୋଦା, ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ତେବେ ଏହି ବ୍ୟାଙ୍କ ଗୁଡ଼ିକୁ ଏକାଠି କରିବା ପୂର୍ବରୁ ସରକାର ୫ ହଜାର ୪୨ କୋଟି ଟଙ୍କା ପୁଞ୍ଜିନିବେଶ କରିବେ ବୋଲି ଯୋଜନା କରିଥିଲେ।
ଦେଶରେ ବଢୁଥିବା ଏନପିଏକୁ ଧ୍ୟାନରେ ରଖି ୨୦୧୬ରେ ମୋଦି ସରକାର ବ୍ୟାଙ୍କ ଗୁଡ଼ିକୁ ଏକକୀରଣ କରିବାକୁ ଯୋଜନା କରିଥିଲେ। ଏହା ଦ୍ୱାରା ବ୍ୟାଙ୍କ ସଂଖ୍ୟା କମିବା ସହ ବ୍ୟାଙ୍କ ବଡ଼ ଆକାର ପାଇବାରେ ସକ୍ଷମ ହୋଇଥିଲା। ଏହାପୂର୍ବରୁ ପ୍ରଥମେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ମହିଳା ବ୍ୟାଙ୍କ ସହିତ ୫ଟି ବ୍ଯାଙ୍କକୁ ଏକାଠି କରିଥିଲେ।
from Odisha Reporter https://ift.tt/2Ospjtk
No comments:
Post a Comment