ଗାଧୋଇବା ବେଳେ ଭାସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଗାଧୋଇବା ବେଳେ ଭାସିଗଲେ

drowning2

ପୁରୀ (ଓଡ଼ିଶା ରିପୋର୍ଟର): ଗାଧୋଇବା ବେଳେ ତିନି ସାଙ୍ଗଙ୍କ ଆଗରେ ଭାସିଗଲେ ସାଥୀ। ଆଜି ଏମିତି ଘଟଣା ଶ୍ରୀକ୍ଷେତ୍ର ପୁରୀରେ ଘଟିଛି। ଉଦ୍ଧାରକାରୀ ଦଳ ଖୋଜୁଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ।

ବାଙ୍କୀ କଲେଜର ଯୁକ୍ତ ୩ ବର୍ଷର ତୃତୀୟ ବର୍ଷରେ ପଢ଼ୁଥିବା ଛାତ୍ର ଭାବରଞ୍ଜନ ଦାଶ ଓ ତାଙ୍କର ତିନି ସାଥୀ ଶ୍ରୀକ୍ଷେତ୍ର ବୁଲିବାକୁ ଯାଇଥିଲେ। ସେମାନେ ପୁରୀ ହୋଟେଲ୍‌ ବିଚ୍‌ରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ଲହଡିରେ ଭାବରଞ୍ଜନ ଭାସି ଯାଇଥିଲେ। ଅନ୍ୟ ସାଥୀମାନେ କୂଳକୁ ଆସି ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ସମୁଦ୍ର ଭିତରକୁ ଯାଇ ଭାବରଞ୍ଜନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲା।



from Odisha Reporter https://ift.tt/2uAxpXW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages