ନୂଆ ସନ୍‌ଗ୍ଲାସ୍ ଆଣିଲା ଜିପ୍ପୋ ସନ୍‌ଗ୍ଲାସେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ନୂଆ ସନ୍‌ଗ୍ଲାସ୍ ଆଣିଲା ଜିପ୍ପୋ ସନ୍‌ଗ୍ଲାସେସ୍‌

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଖରା ଦିନ ଆସିଲାଣି। ତେଣୁ ସନ୍‌ ଗ୍ଲାସ୍‌ର ଚାହିଦା ବଢ଼ିବା ସ୍ୱାଭାବିକ। ତେଣୁ ସବୁ ନାମୀଦାମୀ ବ୍ରାଣ୍ଡ୍‌ ନିଜ ନିଜର ନ୍ୟୁ କଲେକ୍‌ସନ୍‌ ଗୁଡ଼ିକ ଉନ୍ମୋଚନ କରିବାରେ ଲାଗିଛନ୍ତି। ଠିକ୍ ଏତିକିବେଳେ ୯୦ ବର୍ଷର ପୁରୁଣା ବ୍ରାଣ୍ଡେଡ୍ କମ୍ପାନୀ ଜିପ୍ପୋ ଏହାର ଏକାଧିକ ମଡେଲ୍‌ର ସନ୍‌ଗ୍ଲାସ୍ ବଜାରକୁ ଛାଡ଼ିଛି।

ଏଗୁଡ଼ିକର ଦାମ୍ ୧୦୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଏହାର ଡିଜାଇନ୍‌ ଆକର୍ଷଣୀୟ ରହିଛି। ସ୍ପୋର୍ଟିଂ ବୋଲ୍‌ଡ ପ୍ରିଣ୍ଟସ୍‌ ଏବଂ ଭିଭିଡ୍ କଲର୍‌ରେ ଆସିଛି।
ଟିକେ କ୍ଲାସିକ୍‌ ଏବଂ ଟିକେ ମଡର୍ନ ଲୁକ୍‌ର ସମ୍ମିଶ୍ରଣରେ ଏହି ସନ୍‌ଗ୍ଲାସ୍‌ ଗୁଡ଼ିକ ତିଆରି ହୋଇଛି ବୋଲି କମ୍ପାନୀ ପ୍ରକାଶ କରିଛି। ସୂଚନା ଅନୁସାରେ ୧୯୩୨ ମସିହାରୁ କମ୍ପାନୀ ଏବେ ସୁଦ୍ଧା ପ୍ରାୟ ୩ ଲକ୍ଷରୁ ଅଧିକ ଡିଜାଇନ୍‌ର ସନ୍‌ ଗ୍ଲାସ୍ ତିଆରି କରିସାରିଲାଣି।



from Odisha Reporter https://ift.tt/2Jmg9zZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages