ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ବିଏସ୍‌ଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ବିଏସ୍‌ଏଫ୍‌

ଅହମଦାବାଦ: ଅନ୍ତର୍ଜାତୀୟ ସୀମାନ୍ତରୁ ଆଜି ଭାରତୀୟ ବିଏସ୍‌ଏଫ୍‌ ଯବାନମାନ ଜଣେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି। ଏହି ୫୦ ବର୍ଷୀୟ ପାକିସ୍ତାନ ନାଗରିକ ଜଣଙ୍କ ଗୁଜରାଟ୍‌ ଅନ୍ତର୍ଗତ କଚ୍ଛ ଜିଲ୍ଲାର ରାନ୍ନ ସ୍ଥିତ ଅନ୍ତର୍ଜାତୀୟ ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିଥିଲେ।

ଆଜି ସକାଳ ପ୍ରାୟ ୧୦.୫୦ରେ ତାଙ୍କୁ ସୀମାନ୍ତ ନିକଟରେ ଠାବ କରାଯାଇଥିଲା। ଏବେ ବ୍ୟକ୍ତି ଜଣଙ୍କୁ ସେନା ପକ୍ଷରୁ ପଚରାଉଚରା କରାଯାଉଛି। ଏଯାଏ ସେ କ’ଣ ପାଇଁ ସେ ଭାରତରେ ପ୍ରବେଶ କରିଥିଲେ ଜଣାପଡ଼ିନାହିଁ।



from Odisha Reporter https://ift.tt/2XHpiGj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages