
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୋଲି ପାଇଁ ମଦ ଦୋକାନରେ ନାହିଁ ନଥିବା ଭିଡ଼। ଆସନ୍ତାକାଲି ହୋଲି ଅବସରରେ ମଦ ଦୋକାନ ବନ୍ଦ ହେବାକୁ ଥିବାରୁ କାଉଣ୍ଟରରେ ମଦ୍ୟପଙ୍କ ଲମ୍ବାଲାଇନ୍ ଦେଖିବାକୁ ମିଳିଛି।
ଆଜି ରାତିରେ ଭୁବନେଶ୍ୱରର ଡମଣା ଛକ ମଦ କାଉଣ୍ଟରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ମଦ୍ୟପଙ୍କ ଲମ୍ବା ଲାଇନ୍କୁ ଯୋଗୁ ଟ୍ରାଫିକ୍ ଜାମ ହୋଇଛି। ଫଳରେ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାରେ ଯାଉଥିବା ଲୋକେ ନାହିଁନଥିବା ଅସୁବିଧା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।
from Odisha Reporter https://ift.tt/2TUxxzR
No comments:
Post a Comment